କଦଳୀ ଘାଟିରେ ବେପରୁଆ ଗାଡି ଚାଳନା

ଅଳ୍ପକେ ବର୍ତୀଲେ ହାଇବା ଡ୍ରାଇଭର !

ଲାଞିଗଡ,୧୦/୦୧:

ଭବାନୀପାଟଣା ଓ ରାୟଗଡା ମଧ୍ୟବର୍ତ୍ତୀ ୬ନମ୍ବର ରାଜପଥ କଦଳୀ ଘାଟି ଠାରେ ବିଳମ୍ବିତ ରାତିରେ ଡ୍ରାଇଭର ଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ହାଇବା (ଓଡି ୧୮/ ୯୭୧୯ ନମ୍ବର) ଗଛରେ ପିଟି ହୋଇ ରାସ୍ତାରୁ ତଳକୁ ଖସି ଯାଇଛି। ଡ୍ରାଇଭର କମ୍ବଲ ଘୋଡେଇ ଗାଡ଼ି ଚଳାଉଥିବା ସମୟରେ ଷ୍ଟେରିଙ୍ଗରେ କମ୍ବଳ ଛନ୍ଦି ହୋଇ ଏପରି ଘଟଣା ଘଟି ଥିବା ଗାଡି ମାଲିକ ସୂଚନା ଦେଇଛନ୍ତି ତେବେ ଡ୍ରାଇଭରଙ୍କ କିଛି କ୍ଷତି ହୋଇ ନଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟଯେ କଦଳୀ ଘାଟିରେ ଅନେକ ସମୟରେ ଡ୍ରାଇଭର ମାନଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୂର୍ଘଟଣା ଘଟି ଚାଲିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ପ୍ରଭୃତ ଜନ ଜୀବନ ହାନୀ ହେବାର ଆଶଙ୍କା ଦେଖା ଦେଇଛି ।

Report by Gopal Das Mahanand, Correspondent Lanjigarh odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.