ପୃଥିବୀରେ ବୁଲି ବୁଲି ବୋର ହେଲେଣି? ମହାକାଶ ବୁଲି ଯିବାକୁ ରେଡି ହୁଅନ୍ତୁ

ବେଙ୍ଗାଲୁରୁ,୧୧/୧: ଅପଣଙ୍କର ବୁଲାବୁଲି ସଉକ ଅଛି କି? ଅଧିକ ବୁଲାବୁଲି ପାଇଁ ମନ ଅଛି, ତେବେ ପୃଥିବୀରେ ବୁଲି ବୁଲି ବୋର ହେଲେଣି? ପ୍ରସ୍ତୁତ ହୁଅନ୍ତୁ ମହାକାଶକୁ ବୁଲି ଯିବାକୁ।

ଆପଣଙ୍କୁ ଏଭଳି ଅପୂର୍ବ ସୁଯୋଗ ଦେବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ‘ମିଶନ ଗଗନୟାନ୍‌’ ଦ୍ୱାରା ଆସନ୍ତା ୨୦୨୧ ସୁଦ୍ଧା ସାଧାରଣ ଲୋକେ ମଧ୍ୟ ମହାକାଶ ଯାତ୍ରା କରିପାରିବେ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ସିବନ ସୂଚନା ଦେଇଛନ୍ତି। ଏନେଇ କ୍ୟାବିନେଟ୍‌ ପକ୍ଷରୁ ୧୦ହଜାର କୋଟି ଟଙ୍କାର ଏକ ପ୍ରକଳ୍ପକୁ ମଞ୍ଜୁରୀ ମଧ୍ୟ ଦିଆସରିଛି। ଏହି ମିଶନ ସଫଳ ହେଲେ ମହାକାଶକୁ ଯାତ୍ରୀଙ୍କୁ ପଠାଉଥିବା ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନ ହାସଲ କରିବ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.