ସାରଳା ଦାସଙ୍କ ଜଣାଣ : ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜଗତ କାରଣ । ଜୟ ନୀଳଗିରିବାସୀ ଭକତ ଜୀବନ ।।

ଭକତଙ୍କ ହିତେ ହସ୍ତେ ଚକ୍ର ଧର ସଦା ।
ତାଙ୍କର ଅଭିଷ୍ଟ ପ୍ରଭୁ କରିଦିଅ ପଦା ।।

ତୁମ୍ଭେ କରୁଣା ନକଲେ ହେ କରୁଣାସିନ୍ଧୁ ।
ତରି ନ ପାରନ୍ତି ନରେ ଏହି ଭବବନ୍ଧୁ ।।

ଆହେପ୍ରଭୁ ଜଗନ୍ନାଥ ! କିଦୟା ଭକତେ ।
ସର୍ବଦା ଅନାଇ ଥାଅ ତାଙ୍କୁ କୃପା ନେତ୍ରେ ।।

ମୁଁ ତୁମ୍ଭ ପଦକିଙ୍କର ହେ ନୀଳାଦ୍ରୀ ନାଥ ।
ତୁମ୍ଭ ବିନୁ ଆଶ୍ରା କେହି ନାହିଁ ମୁଁ ଅର୍କ୍ଷିତ ।।

ସାରଳା ଦାସ ମୋ’ ନାମ ତବ ଭାବି ଭାବି ।
ଭାରତ ରଚନା କରି ବୋଲାଉଛି କବି ।।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.