ଶୁଭମୁକ୍ତି ଅପେକ୍ଷାରେ କୋଶଳୀ ଫିଲ୍ମ ‘ଜୁଆ’

କଳାହାଣ୍ଡି,୨୧/୧: ଏକ ସଚେତନତା ମୂଳକ କୋଶଳୀ ଫିଲ୍ମ ‘ଜୁଆ’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ପ୍ରିୟମ ଡିଜିଟାଲ ନିବେଦିତ ଓ ଆଶୁତୋଷ ଦାସ ପ୍ରାୟୋଜିତ ଏହି ଫିଲ୍ମର କାହାଣୀ ମାନସ ରଞ୍ଜନ ବାଗ ଲେଖିଥିବା ବେଳେ ନରୋତ୍ତମ ସେଲମା ଓ ରଘୁରାଜ ସାହୁ ନିର୍ଦେଶନା ଦେଇଛନ୍ତି। ଏଥିରେ ରଘୁରାଜ, ମାନସ, ବସନ୍ତ, ମହେଶ୍ବର, ତପନ ଅଭିନୟ କରିଛନ୍ତି। ସଂଜୀବ ରଣା ଙ୍କ ସମ୍ପାଦନା ରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଜାନୁଆରୀ ୨୬ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.