“ସାଥି ଜଗନ୍ନାଥ” ଭିଡ଼ିଓର ଶୁଭ ମୁକ୍ତି


କୋଲନରା: ଇତି ମଧ୍ୟରେ ୟୁଟ୍ୟୁବ ଚ୍ୟାନେଲରେ “ସାଥି ଜଗନ୍ନାଥ ” ଭିଡ଼ିଓର ଶୁଭ ମୁକ୍ତି ହୋଇ ସାରିଛି।ଏହାର ଗୀତ କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଲେଖିଥିବା ବେଳେ ସଂଗୀତ, କଣ୍ଠ, ଅଭିନୟରେ ରାହାସ ବିହାରି ନାଥ, ସଂଗୀତ ପରିଚାଳନା ବିଦ୍ୟାଧର ସାହୁ, କ୍ୟାମେରା ଜିତେନ୍ଦ୍ର ଓ ସଂପାଦନା ମନୋଜ କରିଛନ୍ତି।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଗୁରୁ ସୁକାନ୍ତ କୁମାର କୁଣ୍ତ, ଗୁରୁ ରାମଚନ୍ଦ୍ର ବେହେରାଂକ ବିଶେଷ ସହାୟତାରେ ପ୍ରସ୍ତୁତ ଏହି ଭଜନ ପ୍ରକଳ୍ପ ବେଶ ଆକୃଷ୍ଟ ହୋଇ ପାରିଚି।