ବଡମାଳରେ ବାଘ (Visual News)

ବଲାଂଗିର,୩୦/୧: ବଡମାଳ ଗୋରାବାରୁଦ କାରଖାନା ଏମଇଏସ୍ ଗେଟ ର ୱାଇ ପଏଣ୍ଟ ପାଖରେ ଆଜି (ବୁଧବାର) ରାତି ସାଢେ ଦଶଟାରେ ଦେଖା ଦେଇଛି ଏକ କଲରାପତରିଆ ବାଘ । ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
ଏଠାରେ ସୂଚନା ଯୋଗ୍ୟଯେ କିଛି ଦିନ ତଳେ ସଇଁତଳା – ଟିଟିଲାଗଡ ରାସ୍ତାରେ ଦେଖାଦେଇଥିଲା ବାଘ । ତେଣୁ ଏନେଇ ବନବିଭାଗ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ରାମନାରାୟଣ ବାଗ ଓ ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.