ଜଙ୍ଗଲ ଭିତରେ ପାଇଖାନା : ସ୍ବଚ୍ଛ ଭାରତର ଅସ୍ବଚ୍ଛ କାରନାମା ( Viual News)

କଳାହାଣ୍ଡି,୨/୨: ଲାଞ୍ଜିଗଡ ବ୍ଲକର କମର୍ଧା ପଞ୍ଚାୟତରେ ସ୍ବଚ୍ଛ ଭାରତ ଅଭିଯାନର ଅସ୍ବଚ୍ଛ କାରନାମା ପଦାରେ ପଡିଛି । ଏହି ପଞ୍ଚାୟତର ପିପୋଲପଡା ଗାଁରୁ ୧ କିମି ଦୁରରେ ଜଙ୍ଗଲ ଭିତରେ ନିର୍ମାଣ ହୋଉଛି ୩ଟି ପାଇଖାନା । ସବୁଠାରୁ ରୋଚକ କଥା ହେଲା ଏହି ପାଇଖାନା ଭିତରୁ ଗୋଟିଏ ହେଉଛି ପିପୋଲପଡା ଓ୍ବର୍ଡ ମେମ୍ବରଙ୍କର । ତେଣୁ ଏହା ଜନପ୍ରତିନିଧି ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ବୋଲି ସାଧାରଣରେ ଚର୍ଚା ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.