କଳାହାଣ୍ଡି,୨/୨: ଲାଞ୍ଜିଗଡ ବ୍ଲକର କମର୍ଧା ପଞ୍ଚାୟତରେ ସ୍ବଚ୍ଛ ଭାରତ ଅଭିଯାନର ଅସ୍ବଚ୍ଛ କାରନାମା ପଦାରେ ପଡିଛି । ଏହି ପଞ୍ଚାୟତର ପିପୋଲପଡା ଗାଁରୁ ୧ କିମି ଦୁରରେ ଜଙ୍ଗଲ ଭିତରେ ନିର୍ମାଣ ହୋଉଛି ୩ଟି ପାଇଖାନା । ସବୁଠାରୁ ରୋଚକ କଥା ହେଲା ଏହି ପାଇଖାନା ଭିତରୁ ଗୋଟିଏ ହେଉଛି ପିପୋଲପଡା ଓ୍ବର୍ଡ ମେମ୍ବରଙ୍କର । ତେଣୁ ଏହା ଜନପ୍ରତିନିଧି ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ବୋଲି ସାଧାରଣରେ ଚର୍ଚା ହେଉଛି ।
ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in