କବିତା: ହଜାରେ ରଙ୍ଗ ର ମନ

ଟୋପା ଟୋପା
ଗୀତ ର ଶଦ୍ଦ ରେ
ହୋଲି ର ଝୁଲଣା ॥
ଏତେ ସବୁ
ସ୍ୱପ୍ନ ଆଉ ସ୍ମୃତି ର
ଭିଡ଼ ରେ
ସଜଡ଼ା ଫଗୁ ର
ପଟୁଆର ॥
ମହା ଉଚ୍ଛବ ରେ
ହସୁ ଥାଏ ହୃଦୟ ॥
ହୋଲି ବୋଇଲେ
ମନ ସାରା
ରଙ୍ଗ ହିଁ
ରଙ୍ଗ ॥

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା, ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.