ଧର୍ମଗଡ,୫/୨: ଧର୍ମଗଡରେ ମାତିଛନ୍ତି ଏଟିଏମ ଲୁଟେରା । ଗତକାଳି ବିଳମ୍ବିତ ରାତ୍ରିରେ ଧର୍ମଗଡ ଚାରିଛକ ଆଇଓବି ଏଟିଏମ୍ କୁ ଗ୍ୟାସ୍ କଟର ସାହାଯ୍ୟରେ ଲୁଟ୍ କରି ବଜାର ବ୍ରାଞ୍ଚ ଏସବିଆଇ କୁ ଲୁଟ୍ କରିବା ସମୟରେ ପୋଲିସ ପେଟ୍ରୋଲିଂ ଗାଡି ଦେଖି ଫେରାର ହୋଇଯାଇଥିଲେ । ଚାରିଛକ ଆଇଓବି ଏଟିଏମକୁ ସମ୍ପୁର୍ଣ୍ଣ ଭାବେ ଉଠାଇ ନେବା ପାଇଁ ପ୍ରୟାସ କରିଥିଲେ ମଧ୍ଯ ପୋଲିସ ପହଞ୍ଚିବାରୁ ବିଫଳ ହୋଇଥିଲେ । ଖବର ପାଇ କଳାହାଣ୍ଡି ଏସପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଛତିଶଗଡ ଅଞ୍ଚଳର ଲୁଟେରା ଗ୍ୟାଗଂ ହୋଇଥିବା ପୋଲିସ ଅନୁମାନ କରୁଛି । ଲୁଟ୍ ହୋଇଥିବା ଚଙ୍କାର ମୂଲ୍ୟ ୨ଲକ୍ଷ୍ୟ ୭୦ ହଜାର ଲୁ୫ ୨ ୧୯ -ଧର୍ମଗଡ ରେ ଏଟିଏମ୍ ଲୁଟ । ଧର୍ମଗଡ ରେ ମାତିଛନ୍ତି ଏଟିଏମ ଲୁଟେରା ।ଗତକାଳି ବିଳମ୍ବିତ ରାତ୍ରିରେ ଧର୍ମଗଡ ଚାରିଛକ ଆଇଓବି ଏଟିଏମ୍ କୁ ଗ୍ୟାସ୍ କଟର ସାହାଯ୍ୟରେ ଲୁଟ୍ କରି ବଜାର ବ୍ରାଞ୍ଚ ଏସବିଆଇ କୁ ଲୁଟ୍ କରିବା ସମୟରେ ପୋଲିସ ପେଟ୍ରୋଲିଂ ଗାଡି ଦେଖି ଫେରାର ହୋଇଯାଇଥିଲେ ।
ଚାରିଛକ ଆଇଓବି ଏଟିଏମ କୁ ସମ୍ପୁର୍ଣ୍ଣ ଭାବେ ଉଠାଇ ନେବା ପାଇଁ ପ୍ରୟାସ କରିଥିଲେ ମଧ୍ଯ ପୋଲିସ ପହଞ୍ଚିବାରୁ ବିଫଳ ହୋଇଥିଲେ ।ଖବର ପାଇ କଳାହାଣ୍ଡି ଏସବି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।ପ୍ରାଥମିକ ତଦନ୍ତରୁ ଛତିଶଗଡ ଅଞ୍ଚଳ ର ଲୁଟେରା ଗ୍ୟାଗଂ ହୋଇଥିବା ପୋଲିସ ଅନୁମାନ କରୁଛି । ଲୁଟ ହୋଇଥିବା ଟଙ୍କାର ମୂଲ୍ୟ ୨ଲକ୍ଷ୍ୟ ୭୦ ହଜାର ବୋଲି ଜଣା ପଡ଼ିଛି ।
ଧର୍ମଗଡ ରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in