ଧର୍ମଗଡରେ ଯାଦବ ସଭା (Visual News)

ଧର୍ମଗଡ,୧୨/୨: ଧର୍ମଗଡ ବ୍ଲକ ର ଆଞ୍ଚଳିକ କର୍ମକର୍ତ୍ତା ବୈଠକ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ବରିଷ୍ଠ ସମାଜସେବୀ ଉଦ୍ଧବ ଗୋପଲ, ଧର୍ମଗଡ ବ୍ଲକ ପୂର୍ବତନ ସଭାପତି ଧନୁ ଗୋପଲ, ଧର୍ମଗଡ ବ୍ଲକ ସଭାପତି ଶଙ୍କର ପ୍ରସାଦ ଜୁଏଡ଼, ସମ୍ପାଦକ ପତିରାମ ହଂସ, କୋଷାଧ୍ୟକ୍ଷ ଗୌରଚନ୍ଦ୍ର ବାଗ, ବ୍ଲକ ଯୁବ ଯାଦବ ସଭାପତି ଲବଣି ରାଉତ, ଉପସଭାପତି ଲୋଚନ ପୋଡ଼ ସମ୍ପାଦକ କାର୍ତ୍ତିକ ଛାତ୍ରୀଆ ଙ୍କ ସମେତ ଧର୍ମଗଡ ବ୍ଲକ ର ୧୧ ଟି ଆଞ୍ଚଳିକ ର ସମସ୍ତ ସଭାପତି ସମ୍ପାଦକ ଉପସ୍ଥିତ ରହିଥିଲେ । ଆଗାମୀ ଯାଦବ ମହାସଭା ଓ ଅନ୍ୟାନ୍ୟ ସାମାଜିକ ରିତି ନିତି ଉପରେ ଏଥିରେ ଆଲୋଚନା କରାଯାଇଥିଲା ।  ଶେଷରେ ବ୍ଲକ କୋଷାଧ୍ୟକ୍ଷ ଗୌର ବାଗ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

ଧର୍ମଗଡରୁ ଲବଣି ରାଉତ ଓ ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.