ସଇଁତଳା,୧୪/୨: ସଇଁତଲା ବ୍ଲକ ଅଧିନସ୍ଥ ଫପସି ମଦର ଟେରେସା ପଡିଆ ଠାରେ ଦୁଇ ତମ ବାର୍ଷିକ ମା ତାରିଣୀ ଫୁଟବଲ୍ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ସର୍ବ ମୋଟ ଷୋହଳ ଟି ଦଳ ଭାଗ ନେଇଥିଲେ ଫାଇନାଲ ରେ ବଡ଼ମାଳ ବନାମ ନାରୀକଟା ମଧ୍ୟେରେ କଡ଼ା ମୁକାବିଲା ହୋଇଥିଲେ ମଧ୍ୟେ ଟ୍ରାବେକର ଜରିଆରେ ବଡ଼ମାଳ ଦଳ ତିନ ଦୁଇ ଗୋଲ୍ ରେ ବିଜୟ ଲାଭ କରିଥିଲେ ଏବଂ ଖେଳ ପରିଚାଳନା କରିଥିଲେ ରାଜୀବ ଲୋଚନ ଭୋଇ ମାଗସିର ମଲିକ୍, ହେମନ୍ତ ସିଂ ବାବୁ, କୀର୍ତ୍ତି ଚନ୍ଦ୍ର ବଗର୍ତ୍ତୀ ପ୍ରମୁଖ ପରିଚାଳତ କରିଥିଲେ ଓ ଖେଳର ଧାରା ବିବରଣୀ ପ୍ରଧାନ କରିଥିଲେ ସୁରେନ୍ଦ୍ର ମୁ ହାନନ୍ଦ ଓ ରହିତ ମୁହାନଦ୍ଦ ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାସେବୀ ତଥା ଯୁବ ନେତା ଟିଟିଲାଗଡ଼ ର ରାଜା ଭାଇ ଏଵଂ ସମ୍ମାନିତ ଅତିଥି ରୂପେ ସରପଞ୍ଚ ଶ୍ରୀମତୀ ସୁମୁଖି ଭୋଇ,
ସୁବଳୟା ଭୋଇ, ହରେକୃଷ୍ଣ ବଗର୍ତ୍ତୀ, ଖିରସିନ୍ଧୁ ବଗର୍ତ୍ତୀ, ଡମୁରୁ ମାଝୀ ଗାର୍ଗବର୍ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନକୁ ପୁରସ୍କାର ବିତରଣ କରିଥିଲେ ଏବଂ ସହଯୋଗ କରିଥିଲେ ହେମନ୍ତ ମିର୍ଦ୍ଧା ତେଜରାଜ ଭାଇ ଉମାକାନ୍ତ ମିର୍ଦ୍ଧ, କେଶବ ଭୋଇ ରମେଶ ମାଝୀ ସହଯୋଗ କରିଥିଲେ ସଇଁତଳା ରୁ ଗୋକୁଳା ନନ୍ଦ ବଗର୍ତ୍ତୀ ।