ପୁଲୱାମାରେ ସହିଦ ହୋଇ ଥିବା ଯବାନଙ୍କୁ ଜୁନାଗଡ ବାସୀଙ୍କ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଜୁନାଗଡ,୧୭/୨: ଜୁନାଗଡ ଯୁବକ ସଂଘ, ସର୍ବ ଦଳୀୟ ତଥା ଅବାଳ ବୃଦ୍ଧ ବନିତା ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଥିବା ୪୪ ରୁ ଉର୍ଦ୍ଧ ସି.ଆର.ପି.ଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଜୁନାଗଡ଼ କଲେଜ ଛକରୁ ମହମବତୀ ଜାଳି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥିବାବେଳେ ଏକ ମହମବତୀ ଶୋଭାଯାତ୍ରାରେ ଜୁନାଗଡ଼ ନଗର ପରିକ୍ରମା କରି ଥିଲେ । ଲଙ୍କେଶ୍ବରୀ  ମନ୍ଦିର ଠାରେ ସୈନିକଙ୍କ ପ୍ରତିକ ରଖି ଧୂପକାଠି ଓ ଫୁଲରେ ପୂଜା କରି ଚାରି ପାଖରେ ମହମବତୀ ଜାଳି ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.