ନୂଆଦିଲ୍ଲୀ: ଗୁଗଲ ଇମେଜରେ ବିଶ୍ୱର ସବୁଠୁ ଭଲ ଗୁହାପୋଛା କାଗଜ (best toilet paper in the world) ସର୍ଚ୍ଚ କଲେ ଦେଖିବାକୁ ମିଳୁଛି ପାକିସ୍ତାନର ଜାତୀୟ ପତାକା। ଏହି ଇମେଜ୍ ଦେଖିବା ପରେ ଅନେକ ଲୋକ ଏହାର ସ୍କ୍ରିନ୍ ଶଟ୍କୁ ନେଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
#besttoiletpaperintheworld ଏବେ ଟୁଇଟରରେ ଟ୍ରେଣ୍ଡିଂ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ବେଶ ତର୍କ ବିତର୍କ ଦେଖିବାକୁ ମିଳୁଛି।