ଜୁନାଗଡ଼,୨୦/୨: ଜୁନାଗଡ଼ ସାହାରା ପରିବାର ସହିଦ ଯବାନଙ୍କୁ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କବିଛି । ସାହାରା କାର୍ଯ୍ୟାଳୟ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ପରିଡାଙ୍କ ନେତୃତ୍ୱରେ ପୁଲୱାମାରେ ହୋଇ ଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଥିବା ୪୪ ରୁ ଉର୍ଦ୍ଧ ସି.ଆର.ପି.ଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଲଙ୍କେଶ୍ୱରୀ ମନ୍ଦିରରୁ ମହମବତୀ ଶୋଭାଯାତ୍ରା ଵାହାରୀ ଜୁନାଗଡ଼ ନଗର ପରିକ୍ରମା କରି ସହିଦଙ୍କ ଉଦ୍ଦେଷ୍ୟରେ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।