ଦେବୀ ବନ୍ଦନା

ଶିବଃ ଶକ୍ତ୍ୟାଯୁକ୍ତଃ ଯଦିଭବତିଶକ୍ତିଃ ପ୍ରଭୂବିତୁମ୍ ।
ନଚେ ଦେବଂ ଦେବୋ ନ ଖଳୁ କୁଶଳଃ ସ୍ପନ୍ଦିତୁମପି ।
ଅତସ୍ତ୍ବାମାରାଧ୍ୟାଂ ହରିହର ବିରଞ୍ଚ୍ୟାଦିଭିରପି ।
ପ୍ରଣନ୍ତୁଂ ସ୍ତୋତୁଂ ବା କଥମକୃତପୁଣ୍ୟଃ ପ୍ରଭବତି ।।

            . ଆନନ୍ଦ ଲହରୀ, ଶ୍ରୀ ଶଙ୍କରାଚାର୍ଯ୍ୟ

ଭାବାର୍ଥ – ଶିବ ଯଦି ଶକ୍ତି ବା ଦୂର୍ଗାଙ୍କ ସହିତ ଯୁକ୍ତ ହୁଅନ୍ତି, ତା’ ହେଲେ ତାଙ୍କର ଶକ୍ତି ଜାତ ହୁଏ । ନଚେତ ଦେବ ଦେବଙ୍କର ସ୍ପନ୍ଦିତ ହେବାର ଶକ୍ତି ରହେନାହିଁ । ଏଥିପାଇଁ ତୁମେ ହରି, ହର, ବ୍ରହ୍ମା ସମସ୍ତଙ୍କର ପୂଜନୀୟା । ମୋର କୌଣସି ପୁଣ୍ୟ ନାହିଁ । ମୁଁ ତୁମକୁ ପ୍ରଣାମ ବା ସ୍ତୁତି କରିବାରେ କିପରି ସମର୍ଥ ହେବି ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.