ଉପଗ୍ରହ ଜିସାଟ୍‌-୨୯ ଉତ୍‌କ୍ଷେପଣ ସଫଳ, ଦେଖନ୍ତୁ ଭିଡିଓ

ଭାରତର ସବୁଠୁ ଶକ୍ତିଶାଳୀ ଉପଗ୍ରହ

ଉପଗ୍ରହ ଜିସାଟ୍‌-୨୯ର ଉତ୍‌କ୍ଷେପଣ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରରୁ ଜିଏସ୍‌ଏଲଭି ମାକ-୩ ସହାୟତାରେ ଜିସାଟ୍‌-୨୯ ଉପଗ୍ରହକୁ ମହାକାଶର କକ୍ଷ ପଥରେ ସଫଳତାର ସହ ଅବସ୍ଥାପିତ କରାଯାଇଛି। ଏହି ଉପଗ୍ରହ ଅତ୍ୟାଧୁନିକ ଯୋଗାଯୋଗ କ୍ଷେତ୍ରରେ କ୍ରାନ୍ତି ଆଣିବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.