ଲାଞ୍ଜିଗଡ ବ୍ଲକ ଯୁବ ଯାଦବ ସମିତି ସଭାପତି ଡିଲେସ ନାଗ

ଲାଞ୍ଜିଗଡ ବ୍ଲକ ଯୁବ ଯାଦବ ସମିତିର ନୂତନ ସଭାପତି ଡିଲେସ କୁମାର ନାଗ ଙ୍କୁ କଳାହାଣ୍ଡି ଯୁବ ଯାଦବ ମହାସଭାର ଦୁଇ ହସ୍ତି ଲବଣୀ ରାଉତ ଯାଦବ ଓ ଲିଙ୍ଗରାଜ ବେହେରା ଯାଦବ ସମ୍ରଦ୍ଧିତ କରୁଛନ୍ତି ।

କିଛି ଦନ ତଲେ ଲାଞ୍ଜିଗଡ ବ୍ଲକ ଯାଦବ ସମିତି ପୂର୍ନଗଠନ ହୋଇଛି । ବ୍ଲକ ଯାଦବ ସମିତି ସଭାପତି ଭାବେ ବରିଷ୍ଠ ଯାଦବ ବ୍ୟକ୍ତିତ୍ବ ରଘୁବୀର ନାଗ ଓ ବ୍ଲକ ଯୁବ ଯାଦବ ସମିତି ସଭାପତି ଭାବେ ଉଦୟମାନ ଯୁବ ବ୍ୟକ୍ତିତ୍ବ ଡିଲେସ ନାଗ ମନୋନିତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.