ଜୁନାଗଡ ଠାରେ ୭୨ ପ୍ରହର ଅଖଣ୍ଡ ନାମଜଜ୍ଞ : ବୁଧବାର ଠାରୁ ମହାମନ୍ତ୍ର ନାମ ଆରମ୍ଭ

ଜୁନାଗଡ,୧୨/୩ : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ପ୍ରହର ପଡିଆ ଠାରେ ୭୨ ପ୍ରହର ଅଖଣ୍ଡ ନାମଜଜ୍ଞ ଆରମ୍ଭ ହେବାକୁ ଯାଉଛି । ଆଜି ଅଧିବାସ ଓ କଳସ ଯାତ୍ରା ଥିବାବେଳେ ୧୩ ତାରିଖ ବୁଧବାର ଦିନ ମହାମନ୍ତ୍ର ନାମ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଦିନ ମହାମନ୍ତ୍ର ନାମ ସମାପନ, ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ ପ୍ରହର କମିଟି ଜୁନାଗଡ ସୂତ୍ରରୁ ସୂଚନା ମିଳିଛି ।

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.