କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଦେବଗିରି ମଠରେ ଇଂ ସୁଶୀଲ କୁମାର ଶବରଙ୍କ ସହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡାମାଝୀ , କୋକସରାର ପର୍ଯ୍ୟଟକ ଲିଙ୍ଗରାଜ ବେହେରା , ହିରଣ୍ୟ ବେହେରା , ଜଗଗିଶ ନାଏକ , ସୁଦର୍ଶନ ବେହେରା ଜୁନାଗଡରୁ କାର୍ତିକେଶ୍ବର ଗୋପାଳ, ସନ୍ତୋଷ ବାଗ ଯାଦବ , ରାକେଶ ବେମାଲ , ଧର୍ମଗଡରୁ ଲବଣୀ ରାଉତ ଯାଦବ , ଭବାନୀପାଟଣାରୁ ଜଗଦିଶ ଯାଦବ ଓ ତୁଲାମଣୀ ନାଗ ଯାଦବ ପ୍ରମୂଖ ମଠ ମଧ୍ୟସ୍ଥ ଦେବାଦେବୀ ମାନଙ୍କୁ ପୂଜାର୍ଚନା କରିଥିଲେ । ଏବର୍ଷ ଶିତମାଷ ପ୍ରାରମ୍ଭରୁ ଦେବଗିରିକୁ ପର୍ଯ୍ୟଟକଙ୍କ ଶୁଅ ଛୁଟିବାରେ ଲାଗିଛି ।