ବରାଳ ଯାଦବ ସଂଘ ପକ୍ଷରୁ ଲଉଡି ଖେଳ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ୪୨ ମୌଜା ଉପକଣ୍ଠ ବରାଳ ଯାଦବ ସଂଘ ପକ୍ଷରୁ ଦୋଳ ପୂର୍ଣ୍ଣିମାର ଶୁଭ ଅବସରରେ ନୀଳକଣ୍ଠ ନାଥ ମନ୍ଦିର ପ୍ରାଙ୍ଗଣରୁ ଲଉଡି ଖେଳ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ଏହି ଦୋଳ ଉତ୍ସବ ଓ ଲଉଡ଼ି ଖେଳ କାର୍ଯ୍ୟକ୍ରମରେ ସଭାପତି ଯୋଗେନ୍ଦ୍ର ପରିଡ଼ା, ସମ୍ପାଦକ ରବୀନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଉମାକାନ୍ତ ପ୍ରଧାନ, ଭଗବାନ ପରିଡ଼ା, କ୍ଷେତ୍ରମୋହନ ବେହେରା, ଜଚିନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ବେହେରା, ଉମାକାନ୍ତ ବେହେରା, ସନାତନ ବେହେରା, ଜୟଦେବ ବେହେରା (ଗାୟକ), ମୁନା (ବାଦକ), ଶରତ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.