କୋରାପୁଟ ଗ୍ରସ୍ତରେ ପୋଲିସ୍ ଡିଜି

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ । ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ବିଭାଗ, ଆଇଜି ଅପରେସନ ଓ ଆଇଜି ଇଣ୍ଟିଲେଜେନସି ଅଧିକାରୀ ମଧ୍ୟ କୋରାପୁଟ ଗସ୍ତରେ ଅଛନ୍ତି । ପୋଲିସ ଡିଜି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, କୋରାପୁଟ ଏସପି ବରୁଣ ଗୁଣ୍ଠପାଲି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଏକ ବୈଠକ କରିଛନ୍ତି । ଜିଲାର ମାଓ ସ୍ଥିତିର ସମୀକ୍ଷା କରିବା ସହ ସୂଚାରୁ ରୂପେ କିଭଳି ନିର୍ବାଚନ ହୋଇପାରିବ ସେନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.