ଜୁଆ ଆଡ୍ଡା ଉପରେ ଚଢାଉ : ୪ ଗିରଫ

ମୟୁରଭଞ୍ଜ,୧୭/୧୧:
ମୟୁରଭଞ୍ଜ ଜିଲ୍ଲାର ବେତନଟୀ ପୁଲିସ ଶନିବାର ରାତି ୯ଟାରେ ମହୁଲିଆ ଗାଁର ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ଟଙ୍କା , ମୋବାଇଲ ଓ ୬ଟି ବାଇକ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ନିର୍ଭର ଯୋଗ୍ୟ ସୂଚନା ମିଳିବା ପରେ ପୁଲିସ ସେହି ଜୁଆ ଆଡ୍ଡା ଉପରେ ଚଢଉ କରିଥିଲା । ପୋଲସକୁ ଦେଖି କେତେକ ଜୁଆଡି ଫେରାର ହୋଇ ଯାଇଥିବା ବେଲେ ୪ ଜଣ ଧରା ପଡିଥିଲେ ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.