ମା ଡୁମେର ମୁଡେନ ଯୁବକ ସଂଘ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନେହେରୁ ଯୁବକେନ୍ଦ୍ର କଳାହାଣ୍ତି ଅଧିନ ମାଁ ଡୁମେର ମୁଡେନ ଯୁବକ ସଂଘ କାଙ୍କେରୀ ପକ୍ଷରୁ ସ୍ବାଧିନତାର ଅମୃତ ମହତ୍ସୋବ ଓ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଭାରତୀୟ ସେନାର ତୋଫାନ ସୁନାନୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏକ ବୃକ୍ଷ ରୋପଣ କରି ସମାବେଶର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଯୁବ ନେତା ଲଲିତ କୁମାର ବାଗ ଯୋଗ ଦେଇ ହର ଘର ତ୍ରିରଙ୍ଗା ଓ ସବୁଜ ସୁନ୍ଦର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ସଂଘର ଦିନେସ ପ୍ରଧାନ,ଚିନ୍ମୟ ବାଗ, ଛବିଲାଲ ଜଗତ,ଦିଲିପ ବାଗ, ପିତାମ୍ବର ବାଗ, କୃଷ୍ଣ ଜଗତ, ଲୋକନାଥ ସୁନାନୀ, ଗୁଣ ବାଗ, ହିତେଶ ଜଗତ, ଭିସ୍ମ ଜଗତ, ଇଶ୍ୱର, ଆକାଶ, ଦିପକ ପ୍ରମୁଖ ସହଯୋଗ କରିଥିବା ବେଲେ ସଂଘ ଳଳରର ସଭାପତି ତଥା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ସମ୍ପାଦନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.