କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ପ୍ରବଳ ବର୍ଷା ସତ୍ୱେ ହର୍ଷଉଲ୍ଲାସର ସହ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଛି। କର୍ଲାମୁଣ୍ଡା ବ୍ଲକ ସଦର ଠାରେ ବ୍ଲକ୍ ଅଧ୍ୟକ୍ଷା କୁନି ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ରିଷିଡା ପଂଚାୟତରେ ସରପଞ୍ଚ ସେବତୀ ରଣା, ଗଜବାହାଲ ପଂଚାୟତରେ ସରପଞ୍ଚ ଅରବିନ୍ଦ ଗହୀର, ପୌରକେଲା ଠାରେ ସରପଞ୍ଚ ଯଶୋସ୍ୱିନୀ ଧରୁଆ, ରିଷିଡା ପେକ୍ସରେ ସଭାପତି ଗୋକୁଳ ମାଝୀ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.