ଅବକାରୀ ବିଭାଗର ଚଢ଼ାଉ: ଦେଶି ହାତରନ୍ଧା ମଦ ଜବତ, ବିଭିନ୍ନ ସାମଗ୍ରୀ ନଷ୍ଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କାଉଡୋଳା ପଶ୍ଚିମ ପଟ ଗିରି ଗୋବର୍ଦ୍ଧନ ପାହାଡ ତଳେ ବେଆଇନ ଭାବରେ ଚାଳିଥିବା ଦେଶୀ ହାତ ରନ୍ଧା ମଦ ଉପରେ ବୁଧବାର ଧର୍ମଗଡ ଓ ଜୟପାଟଣା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଛି। ଏଥିରେ ବେଆଇନ ମଦ ରନ୍ଧା ହେଉଥିବା ବିଭିନ୍ନ ସାମଗ୍ରୀକୁ ବିଭାଗ ପକ୍ଷରୁ ନଷ୍ଟ କରା ଯାଇଥିବାବେଳେ ତାହା କିଏ କରୁଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି। ଅବକାରୀ ବିଭାଗର ଏଭଳି କାର୍ଯ୍ୟକୁ କାଉଡୋଳା ଗ୍ରାମବାସୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.