ପଞ୍ଚୁକ ଆରମ୍ଭ

ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ ଓ ତାଙ୍କର ଧର୍ମପତ୍ନୀ ତଥା ବୁଢୀପଦର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ବଗର୍ତୀ କାର୍ତିକ ମହାପୁରାଣର ସଂକଳ୍ପ ସମୟରେ । ଏଠାରେ ସୂଚନା ଯୋଗ୍ୟଯେ ସାରା ଓଡିଶାରେ ଭକ୍ତିମୟ ପରିବେଷ ମଧ୍ୟରେ କାର୍ତିକ ବ୍ରତ ଆରମ୍ଭ ହୋଇଛି । ଅଜି ଠାରୁ ପଞ୍ଚୁକ ଆରମ୍ଭ ହେଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.