ସୁନ୍ଦର ଶୈଶବ : ଅନନ୍ୟା

କଳାହାଣ୍ଡି ଜିଲ୍ଲା ବାଲସି ନିବାସୀ ଭବାନି ସାହୁ ଓ ସୁନୀତା ସାହୁଙ୍କ ଝିଅ ଅନନ୍ୟା । ଅତି ସୁନ୍ଦର ଫଟୋ । ‘ଓଡିଆ ବାର୍ତା’ (୨୪/୭ ନିଉଜ୍ ଓ ଭିଉଜ୍ ପୋର୍ଟାଲ) ତରଫରୁ ଅନନ୍ୟାଙ୍କୁ ଶୁଭେତ୍ସା ଓ ଶୁଭକାମନା । ବିଶ୍ବ ନିୟନ୍ତା ତାଙ୍କ ଉପରେ କୃପାଦୃଷ୍ଟି ରଖିଥାନ୍ତୁ । ସେ ଅଞ୍ଚଳର ସୁଖ୍ୟାତି ଆଣି ଦିଅନ୍ତୁ ଏତିକି କାମନା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.