ସୁନ୍ଦର ଶୈଶବ : ତୈମୁର

ବଡ ଧାରପୁର ସମିତି ସଭ୍ୟ ଶ୍ରୀଯୁକ୍ତ ଟୁକୁଲାଲ ସାହୁ ଓ ଶ୍ରୀମତୀ ତ୍ରୀସା ସାହୁଙ୍କ ପୁଅ ତୈମୁର । ପରିବାର ଓ ସାଇ ପଡିଶାଙ୍କ ଗେହ୍ଲା ପୁଅ ତୈମୁରଙ୍କୁ ଓଡିଆ ବାର୍ତା (୨୪/୭ ନିଉଜ୍ ଓ ଭିଉଜ୍ ପୋର୍ଟାଲ) ତରଫରୁ ଢେର ସାରା ଶୁଭେତ୍ସା ଓ ଶୁଭକାମନା । ସେ ବଡହୋଇ ଆମ ରାଜ୍ୟର ସୁନାମ ବଢାନ୍ତୁ , ବିଶ୍ବ ନିୟନ୍ତାଙ୍କ ଶୁଭ ଦୃଷ୍ଟି ତାଙ୍କ ଉପରେ ଥାଉ ଏତିକି କାମନା । 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.