ସୁନ୍ଦର ଶୈଶବ : ନିତେସ

କୋକସରା ବ୍ଲକ କୁସୁମଖୁଣ୍ଟି ଗ୍ରାମର ସମାଜସେବୀ ଶ୍ରୀଯୁକ୍ତ ଲିଙ୍ଗରାଜ ବେହେରା ଓ ଶ୍ରୀମତୀ କୁମୁଦିନୀ ବେହେରାଙ୍କ ସାନପୁଅ ନିତେସ କୁମାର ବେହେରା । ଓଡିଆ ବାର୍ତା (୨୪/୭ ନିଉଜ୍ ଓ ଭିଉଜ୍ ପୋର୍ଟାଲ) ତରଫରୁ ଏହି ଗେହ୍ଲା ପୁଅଙ୍କୁ ଢେର ସାରା ଶୁଭେତ୍ସା ଓ ଅଭିନନ୍ଦନ । ଭଗବାନ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ନିତେସ ଉପରେ ରହିଥାଉ ଏତିକି କାମନା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.