ଧର୍ମଗଡରେ ଉପଖଣ୍ଡ ସ୍ତରୀୟ ମିନି ମାରାଥନ୍

ଧର୍ମଗଡ,୨୭/ ୧୧:

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁଥିବା ପୁରୁଷ ହକି ଓ୍ଵାଲ୍ଡ କପ୍ – ୨୦୧୮ ପାଇଁ ଆଜି ଧର୍ମଗଡଠାରେ ଉପଖଣ୍ଡ ସ୍ତରୀୟ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପଦ୍ମନାଭ ବେହେରା  ଯୋଗଦାନ କରିଥିବାବେଳେ ଅନେକ ସରକାରୀ କର୍ମଚାରୀ ଓ ବିଜୁ ଯୁବ ବାହିନୀର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ, ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.