ଆଜି ବିଶ୍ବ ତମାଖୁମୁକ୍ତ ଦିବସ

ବିଶ୍ୱ ତମାଖୁମୁକ୍ତ ଦିବସ ପ୍ରତିବର୍ଷ ୩୧ ମେ’ରେ ପୃଥିବୀ ସାରା ପାଳନ କରାଯାଇଥାଏ। ଏହା ୨୪ ଘଣ୍ଟା ଧରି ପୃଥିବୀରେ ତମାଖୁର ବ୍ୟବହାରକୁ ପୁରାପୁରି ବନ୍ଦ କରିବା ଲକ୍ଷ୍ୟରେ କରାଯାଇଥାଏ। ଏହା ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଉପରେ ବିଶ୍ୱରେ ତମାଖୁର ଖରାପ ପ୍ରଭାବ ଉପରେ ଜନସଚେତନତା ତିଆରି କରିବାକୁ ପାଳନ କରାଯାଇଥାଏ, ଯାହା ଏବେ ପୃଥିବୀରେ ବାର୍ଷିକ ୫୪ ଲକ୍ଷ ମୃତ୍ୟୁର କାରଣ ସାଜିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚଳିତ ବର୍ଷ ସ୍ଲୋଗାନ ରହିଛି ତମାଖୁ ଓ ଫୁସଫୁସ୍ ଜନିତ ରୋଗ। ତମାଖୁ ଦ୍ବାରା କେବଳ ମୁଖ କିମ୍ବା ମୁଖଗହ୍ବର ନୁହେଁ, ଫୁସଫୁସ୍ ଭଳି ଶରୀରର ପ୍ରମୁଖ ଅଙ୍ଗ ଆକ୍ରାନ୍ତ ହେବା ଯୋଗୁଁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହେଉଛି। ତେଣୁ ଏନେଇ ଅଧିକ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି।

Udyog Nursery
Udyogi Nursery

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଓ ଭ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.