Breaking news: ୩୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ନର୍ଲା ପୁଲିସ, ଦୁଇ ବାଇକ ସହ ଦୁଇଜଣ ଅଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଲିପଡ଼ା ଢ଼ାବା ନିକଟରେ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବାଇକ ସହ ୩୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ପୋଲିସ ଜବତ କରିବା ସହ ଚୋରା ଚାଲାଣକାରି ଦୁଇଜଣଙ୍କୁ ଗିରଫ କରି ଥାନାରେ ଅଟକ ରଖି ଏମାନଙ୍କ ନାମରେ ଏକ ମାମଲା ଦାୟର କରି ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ନର୍ଲା ଆଇଆଇସି ଗଙ୍ଗାଧର ମେହେର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.