କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଠାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ସଂଘର ସଭାପତି ତୁଳାଚନ୍ଦ୍ର ପୋଢ ଦୀପ ପ୍ରଜ୍ବଳନ କରି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କିପରି ଭାବରେ ଭାରତକୁ ସ୍ବାଧିନ କରିବାପାଇ ଇଂରେଜ ସରକାର ସହିତ ନିଜର ଅଦ୍ୟମ ସାହସ ର ସହିତ ଲଢେଇ କରି ନିଜର ବଳିଦାନ ଦେଇଥିଲେ ସେ ବିଷୟରେ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ସଂଘର ସଂପାଦକ ଲିଙ୍ଗରାଜ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଭୁଲାଲ ହଂସ, ଡିଲେଶ୍ବର ପୋଢ, ନିର୍ମାଲ୍ଯ ବାଗ,ସୁରୁ ପୋଡ, ସୋନୁ ଛତ୍ରିଆ,  ବେଦ ହଂସ, ମାୟାଧର ପୋଢ, ସେନାପତି ପୋଢ, କୁଶ ଚିନାଗୁନ, ରାଚ ବଛା ଓ ସମସ୍ତ ସଦସ୍ଯମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.