ରାମକୃଷ୍ଣ ଆଶ୍ରମ ସରଲାଞ୍ଜିରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ‘ମାନବ ସେବା ମାଧବ ସେବା’ ଏହି ଉକ୍ତିକୁ ରାମକୃଷ୍ଣ ଆଶ୍ରମ ବ୍ରତ ଭାବେ ପାଳନ କରି ଭବାନୀପାଟଣା ନିକଟସ୍ଥ ସରଲାଞ୍ଜି ଠାରେ ଥିବା ନିଜସ୍ୱ ଆଶ୍ରମରେ ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଓ ଜିନିକ୍ସ ପାଥୋ ଲେବ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହାକୁ ସ୍ୱାମୀ ଅଶୋକା ନନ୍ଦ ମହାରାଜା ଓ ମହାବିଦ୍ୟାଳୟ ନିର୍ଦେଶକ ପ୍ରତ୍ୟୁଷ କୁମାର ସାହୁ ଉଦଘାଟନ କରିଥିଲେ। ଡ଼. ଭିକାରୀ ମିଶ୍ର, ଡ଼. ଚନ୍ଦ୍ର ଶେଖର ପାଣିଗ୍ରାହୀ, ସ୍ୱାମୀ ବିରେସା ନନ୍ଦ, ମହେନ୍ଦ୍ର ସାହୁ, ଜାନୀ ପାତ୍ର ପ୍ରମୁଖ ନିଜସ୍ୱ ସେବା ଯୋଗାଇ ଦେଇଥିଲେ। ଏଥିରେ ସରଲାଞ୍ଜି, ବିଜେପୁର ଓ ଗମପେନୁ ଗାଁର ଲୋକମାନେ ଏହି ସେବା ପାଇପାରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.