ଫେସ୍‌ବୁକ୍ ସର୍ଭର ଡାଉନ୍‌: ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷ ଲକ୍ଷ ୟୁଜର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖା ଦେଇଛି ସମସ୍ୟା । ସର୍ଭର ଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷ ଲକ୍ଷ ୟୁଜର । ଏ ନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.