ବିଜେପି କାର୍ଯ୍ୟାଳୟରେ ଅଭିନନ୍ଦନ ପଣ୍ଡାଙ୍କର ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ନୂଆପଡା ବିଜେପି ବିଧାନସଭା ସଭା ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ଅନେକ ବିଜେପି କର୍ମୀ ଯୋଗଦେଇଥିଲେ। ବିଜେପି ବିଧାନସଭା ପ୍ରାର୍ଥୀ ହୋଇଥିବା ଯୁବନେତା ଅଭିନନ୍ଦନ ପଣ୍ଡାଙ୍କୁ ବିପୁଳ ବହୁମତରେ ଜିତଇବାକୁ କର୍ମୀମାନେ ସଂକଳ୍ପ ନେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.