ନବରଙ୍ଗପୁର,୨୭/୬: ଭାରତୀୟ ମୁକ୍ତି ଆନ୍ଦୋଳନର ଅନ୍ୟତମ ବିନ୍ଧାଣି ତଥା ନବରଙ୍ଗପୁର ଇତିହାସର ଶେଷ ସନ୍ତକ ମହମ୍ମଦ ବାଜୀ ସାହେବଙ୍କ କିଛି ସମୟ ପୂର୍ବରୁ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏଠି କ୍ଲିକ୍ କରି ଆମ ହ୍ଵାଟ୍ସଆପ୍ ଗ୍ରୁପ୍ ଜଏନ୍ କରନ୍ତୁ






