ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସହର ଠାରେ ସୁଷମା ଡେଣ୍ଟାଲ କେୟାର ଉଦଘାଟିତ ହୋଇଯାଇଛି। ଡା. ସ୍ନିଗ୍ଧା ସିଂହଙ୍କ ତତ୍ବାବଧାନରେ ସୁଷମା ନିବାସ ଏନ.ଏଚ. ୨୬, ସାପ୍ତାହିକ ବଜାର ସମ୍ମୁଖ ଜୁନାଗଡ଼ ଠାରେ ଏନେଇ ଆୟୋଜିତ ସମାରୋହରେ ସ୍ୱପ୍ନା ସିଂହ, ସାର୍ଥକ ସିଂହ, ତରୁଲତା ସିଂହ, ସଞ୍ଜୟ ସିଂହ, ସାଗର ସିଂହ, ଅଜୟ ସିଂହ, ସୁବାସ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ମୃତୁଞ୍ଜୟ ବାଗ, ଅଶୋକ ପାତ୍ର, ଗୋଲାପ ସିଂହ, ହର ପ୍ରସାଦ ସିଂହ, ସୁବାସ ସିଂହ, ପୃଷତ୍ତମ ସିଂହ, ମଇସର ସିଂହ, ବସନ୍ତ ସିଂହ, ରୁପେଶ ବେହେରା, ଶକ୍ତି ଶରତ ମୁଣ୍ଡ, ଶରତ ସିଂହ, ଧନୁର୍ଯ୍ୟ ସିଂହ, ଅଙ୍କିତ କୁମାର ସାହୁ, ବୋବଳୁ ସାହୁ, ଭାରତ କୁମାର ଅଗ୍ରୱାଲ, ସଂଜିବ ସିଂହ, ଜଗଦିଶ ସିଂହ, ଅମରେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।