ରାଜ୍ୟପାଳଙ୍କୁ ଭେଟି ପୁସ୍ତକ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର ମହାମହିମ ରାଜ୍ୟପାଳ  ରଘୁବର ଦାସଙ୍କୁ ରାଜଭବନରେ ଭେଟିଛନ୍ତି ଲେଖକ ତଥା ସ୍ତମ୍ଭକାର ରବିନାରାୟଣ ପଟ୍ଟନାୟକ । ଏହି ଅବସରରେ ପ୍ରକାଶ ପାଇଥିବା ନିଜ ଲିଖିତ ପୁସ୍ତକ ହଜି ଗଲାଣି ଆଈ ମା କାହାଣୀ ପୁସ୍ତକଟିକୁ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ଶ୍ରୀ ପଟ୍ଟନାୟକ । ରାଜ୍ୟପାଳ ପୁସ୍ତକକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଲେଖିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିବା ଲେଖକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.