ଋଷିଡା ରେ ଧାନମଣ୍ଡି ଉଦଘାଟିତ      

କଳାହାଣ୍ଡି,୩/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡ ବ୍ଲକ ର ଋଷିଡା ଠାରେ ଆଜି ଧାନମଣ୍ଡି ଉଦଘାଟିତ ହୋଇ ଯାଇଛି । ଏଥିରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଶ୍ରୀ ସୁକ୍ରୁ ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃଷି ଅଧିକାରୀ ଧୀରେନ୍ଦ୍ର ବଗର୍ତ୍ତି, ରାଜସ୍ୱ ଅଧିକାରୀ ସସ୍ମିତା ରଣା, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଦୀପ୍ତି ମୟୀ ବାରିକ,

Pearl dental clinic
Near Ashish Medical Store, Bhawanipatna

ସମ୍ପାଦକ ଗୋଲାପ ରଣା ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ମଣ୍ଡି ରୁଧାନ ଉଠିପରିନାହିଁ। ସେହି ପରି କାର୍ଲମୁଣ୍ଡ ଓ ଜୁରାଡ଼ବରା ଠାରେ ମଧ୍ୟ ମଣ୍ଡି ଉଦଘାଟିତ ହୋଇଛି ।

Udyog Nursery
Udyogi Nursery

ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.