ବର୍ଣ୍ଣିବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତ ନାରୀକଟାରେ ବର୍ଣ୍ଣିବୁଢା କ୍ଲବ ଦ୍ୱାରା ସ୍ଥାନୀୟ ଖେଳ ପଡିଆରେ ଫୁଟବଳ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ମୁଖ୍ୟ ଅତିଥି ଭାବରେ ସମାଜସେବୀ ହରେକୃଷ୍ଣ ବଗର୍ତ୍ତୀ, ସମ୍ମାନିତ ଅତିଥି ଗୋଲାବାରୂଦ କାରଖାନାର କର୍ମଚାରୀ ଡମ ଭୋଇ ଉପସ୍ଥିତ ଥିଲେ। ମାକ୍ରି ବନାମ ବାନ୍ଧୁପଳା ମଧ୍ୟରେ ଖେଳ ହୋଇଥିଲା। ଏଥିରେ ବାନ୍ଧୁପଳା ମାକ୍ରିକୁ ଚାରି ଗୋଲ ଦେଇ ପରାସ୍ତ କରିଥିଲେ। ଏହି ଟୁର୍ନାମେଣ୍ଟ ବାରଟି ଦଳ ଭାଗ ନେଇଛନ୍ତି। ଖେଳ ପରିଚାଳନା କରିଥିଲି ରାଧାକାନ୍ତ ବାଗ, ସୁବାସ ଜାନି, ରାଜୀବ ଭୋଇ, ବୀମ୍ବାଧର ନାଗ। କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଭୋଇ ସମ୍ପଦକ ସଦାନନ୍ଦ ମାଝୀ କୋଚ ଦେବରାଜ ମାଝୀ, ଜଗନ୍ନାଥ ଭୋଇ, ଦୁର୍ଜେଧାନ ମାଝୀ, ଦୁର୍ଭାସା ଜାନି, ଦିଲୀପ ଜାନି, ଅଜୟ କୁମାର ଭୋଇ, ପିଣ୍ଟୁ ଭୋଇ, ରାଜକେଶର ମାଝୀ, ଦୀପକ ବାଗ ସହଯୋଗ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.