ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ଆଜି ପୁରୁଷୋତ୍ତମପୁର ସି ଆର୍ ସି ସି ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା। ସଭାପତି ରୂପେ ଷୋଳ ଘର କ୍ଲଷ୍ଟର ସି ଆର୍ ସି ସି ଶ୍ରୀ ପ୍ରତାପଚନ୍ଦ୍ର ପଣ୍ଡା, ଉପସଭାପତି ରୂପେ ଆଛୁଲି କ୍ଲଷ୍ଟର ସି ଆର୍ ସି ସି ଶ୍ରୀ ମନୋଜ କୁମାର ପଣ୍ଡା, ସମ୍ପାଦକ ରୁପେ କନକା କ୍ଲଷ୍ଟର ସି ଆର୍ ସି ସି ଶ୍ରୀ ହେମନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ରୂପେ ଭାଟ କୁମାରଡ଼ା କ୍ଲଷ୍ଟର ସି ଆର୍ ସି ସି ଏସ ଲକ୍ଷ୍ମୀ ନାରାୟଣ ପାତ୍ର ଓ ସହସମ୍ପାଦକ ରୂପେ ଅନ୍ତରି ଗାଁ କ୍ଲଷ୍ଟର ସି ଆର୍ ସି ସି ଶ୍ରୀ ଅଶୋକ ପାଳ ମନୋନୀତ ହୋଇଥିଲେ। ଏହି ବ୍ଲକର ୧୩ ଜଣ ସି ଆର୍ ସି ସି ଦାୟିତ୍ୱ ରେ ଅଛନ୍ତି।