ବିଜେପୁରରେ ପ୍ରତିକ୍ଷା ଷଡଙ୍ଗୀଙ୍କ ଦ୍ବାରା ରାମଚରିତ ପାରାୟଣ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ଠାରେ ଶୁଶ୍ରୀ ପ୍ରତିକ୍ଷା ରାଣୀ ଷଡଙ୍ଗୀଙ୍କ ଦ୍ବାରା ଗୁରୁବାର ଦିନ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ନିବାସୀ ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତି ଓ ତାଙ୍କ ଧର୍ମପତ୍ନୀ ସୁଜାତା ବଗର୍ତ୍ତିଙ୍କ ଗୃହ ପ୍ରବେଶ ଉପଲକ୍ଷେ ଏହି ପାରାୟଣ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା। ନୂତନ ପିଢ଼ିର ପାରାୟଣ ଗାୟୀକା ପ୍ରତିକ୍ଷାଙ୍କ ଗାୟନ ଶୈଳୀ ଉଚ୍ଚକୋଟୀର ହୋଇଥିବାବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭକ୍ତିରଶରେ ମଜ୍ଜି ଯାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.