କଂଗ୍ରେସର ଯୁବ ନେତା ଦୀପୁ ପାତ୍ର ନର୍ଲା ଥାନାରେ ଅଟକ; ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ପୋଲିସର ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ନର୍ଲା ପୋଲିସ କିଛି ପଦକ୍ଷେପ ଗ୍ରହଣ କରିଛି। ନର୍ଲା ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର ଓ ତାଙ୍କ ସହଯୋଗୀ ମାନଙ୍କୁ ଶନିବାର ରାତିରୁ ନର୍ଲା ଥାନାରେ ଅଟକ ରଖାଯାଇଛି। ଦୁଇଦିନ ପୂର୍ବରୁ ବିଧାନ ସଭାରେ କଂଗ୍ରେସର ହଙ୍ଗାମାକୁ ନେଇ ରାଜ୍ୟ ବିଜେପି ସରକାର ମୁଖ୍ୟ ବିରୋଧି ବିଜେଡ଼ି ପରିବର୍ତ୍ତେ କଂଗ୍ରେସକୁ ଭୟ କରୁଥିବା ଓ ବିରୋଧୀ ପ୍ରତି ଏଭଳି ଭୟ ରହିବା ନିହାତି ଦରକାର ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.