ଚିଆଁପଦର ଗାଁରେ ବିଜେପି ପକ୍ଷରୁ ଆମ୍ବେଦକର ଜୟନ୍ତୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଜନତା ପାର୍ଟି ସରିଆଁ ମଣ୍ଡଳ ପକ୍ଷରୁ ଚିଆଁପଦର ଗ୍ରାମରେ ଭାରତରତ୍ନ ଡଃ ବି.ଆର୍. ଆମ୍ବେଦକରଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ସରିଆ଼ଁ ମଣ୍ଡଳ ସଭାପତି ସଂଜୟ କୁମାର ମାଝୀ, ରାଜ୍ୟ ପରିଷଦ ସଦସ୍ୟ ସୁରେଶ କୁମାର ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶୁଶ୍ରୀ ରୀନୀ ଭୋଇ, ବିଜେପି କଳାହାଣ୍ଡି ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ବିକାଶ କୁମାର ଦତ୍ତା, ହିରୋ ହିରାଲାଲ ମହଳା, ଯୁବମୋର୍ଚ୍ଚା ସଭାପତି ବସନ୍ତ ତାଣ୍ଡି, କୃଷକ ମୋର୍ଚ୍ଚା ସଭାପତି ନୀଳାଞ୍ଚଳ ସିଂ ଠାକୁର, ସମ୍ପାଦକ ଚିତ୍ରସେନ ଶବର, କପିଳାସ ସା, ବନମାଳୀ ତାଣ୍ଡି, ପଦ୍ମଚରଣ ପାଣ୍ଡେ ତଥା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଓ ଚିଆଁପଦର ଗାଁର ଅନେକ ପୁରୁଷ, ମହିଳା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.