ବଡଧାରପୁର ଆଞ୍ଚଳିକ ଯାଦବ ସମିତି ପୁନଃର୍ଗଠିତ: ଗିରିଧାରୀ ଗଉଡ଼ ସଭାପତି, ସନ୍ତୋଷ ଭାଟି ସମ୍ପାଦକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଯାଦବ ସମିତି ଅଧିନରେ ବଡଧାରପୁର ଆଞ୍ଚଳିକ ଯାଦବ ସମିତି ପୁନଃର୍ଗଠିତ ହୋଇଛି। ଟିକ୍ରାପଡା ଶିବ ମନ୍ଦିର ପ୍ରାଙ୍ଗଣରେ ଏନେଇ ଆୟୋଜିତ ବୈଠକରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ବଡଧାରପୁର ଆଞ୍ଚଳିକ ଯାଦବ ସମିତିର  ସଭାପତି ଭାବେ ଗିରିଧାରୀ ଗଉଡ଼, ସମ୍ପାଦକ ସନ୍ତୋଷ ଭାଟି,
କୋଷାଧ୍ୟକ୍ଷ ବଳରାମ ଗଉଡ଼, ଉପସଭାପତି ମାନଗୋବିନ୍ଦ ବିଶି,
ସହ ସମ୍ପାଦକ ବିକାଶ ବାଗ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି। ଏଥିସହ ଗ୍ରାମ୍ୟ କମିଟି ସବୁ ମଧ୍ୟ ଗଠିତ ହୋଇଥିଲା। (୧) କୋଚେଇଜୋର ଗ୍ରାମ୍ୟ ଯାଦବ କମିଟି ସଭାପତି ବିସିକେଶନ ଭାଟି, ସମ୍ପାଦକ ଭଗବାନ ଗଉଡ଼, ଉପସଭାପତି କର୍ପୁର ଗଉଡ଼, ସହ ସମ୍ପାଦକ କୃଷ୍ଣ ଗଉଡ଼, (୨) ଧୂରକୁଟି ଗ୍ରାମ୍ୟ ଯାଦବ କମିଟି ସଭାପତି ଟଙ୍କ ଗଉଡ଼, ସମ୍ପାଦକ ରଘୁନାଥ ଗହିର, ଉପସଭାପତି ନୀଳ ବାଗ, ସହ ସମ୍ପାଦକ ତ୍ରିନାଥ ଗଉଡ଼, (୩) ବଡ଼ଧାରପୁର ଗ୍ରାମ୍ୟ ଯାଦବ କମିଟି ସଭାପତି  ଗୋବିନ୍ଦ ପୋଡ଼, ସମ୍ପାଦକ ଧରଣୀ ନାଗ, ଉପସଭାପତି ସୁଶାନ୍ତ ଥପା, (୪) ଟିକ୍ରାପଡ଼ା ଗ୍ରାମ୍ୟ ଯାଦବ କମିଟି ସଭାପତି ପ୍ରହ୍ଲାଦ ଗଉଡ଼, ସମ୍ପାଦକ ଯୁଗେଶ୍ୱର ବାଗ, ଉପସଭାପତି ହୀରାଧର ବାଗ, ସହ ସମ୍ପାଦକ କଳଧର ଗଉଡ଼, (୫) ରାତୁଲ ଗ୍ରାମ୍ୟ ଯାଦବ କମିଟି ସଭାପତି ଈଶ୍ୱର ଗଉଡ଼, ସମ୍ପାଦକ ହେମରାଜ ଗହିର, ଉପସଭାପତି ଟିକେରାମ ଗଉଡ଼, ସହ ସମ୍ପାଦକ ହର ବାଗଙ୍କ ନାମ ବିଦ୍ଧିବଦ୍ଧ ଭାବେ ଘୋଷିତ ହୋଇଥିଲା। ଗ୍ରାମ୍ୟ କମିଟି ସମୁହର ମତାମତ ଅନୁସାରେ ଆଞ୍ଚଳିକ ଯାଦବ ସମିତି ଗଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.