ସଇଁତଳା ଏସବିଆଇରେ ନୂତନ ଶାଖା ପରିଚାଳକଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ସହର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଶାଖା ପରିଚାଳକ ପ୍ରଦିପ କୁମାର ସେଠୀଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବା ବେଳେ ଆଜି ନୂତନ ମୁଖ୍ୟ ଶାଖା ପରିଚାଳକ ଭାବେ ବିକ୍ରମ ସୁନା ଯୋଗଦେଇଛନ୍ତି। ଶ୍ରୀ ସୁନା ପୂର୍ବରୁ ତ୍ରିପୁରାର ଅଗରତଲାରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିଲେ। ଆଜି କାର୍ଯ୍ୟଳୟରେ ଯୋଗଦେବା ପରେ ସଇଁତଳାର ବିଭିନ୍ନ ସଙ୍ଗଠନ ତାଙ୍କୁ ସୁଭେଛା ଜଣାଇଛନ୍ତି। ତେବେ ଶ୍ରୀ ସୁନା ବ୍ୟାଙ୍କର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଲୋକଙ୍କୁ କିପରି ଭାବେ ସେବା ଦେଇହେବ ସେ ଦିଗରେ କାମ କରିବୁ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.