ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟରେ ଅଘଟଣ

ଓଡ଼ିଆ ବାର୍ତ୍ତା/ ଗୁଣୁପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟରେ ଅଘଟଣ | ଏନ୍ ସି ସର୍ଭେନ୍ ହଷ୍ଟେଲ ପ୍ଲଟ ନମ୍ବର ୧୧ ଟି ଆର ନମ୍ବର ୨ କୋଠରୀରେ ରହୁଥିବା ବାଲେଶ୍ୱର ଜିଲ୍ଲା ସୁର ଗ୍ରାମର ହେମାଂଶୁ ହୋତା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି | ସେ ବାୟୋ ଟେକ୍ନିକ ବିଭାଗରେ ଦ୍ଵିତୀୟ ବର୍ଷ ଛାତ୍ର ଅଟନ୍ତି | ଘଟଣା ସ୍ଥଳରେ ଗୁଣୁପୁର ପୋଲିସର ତଦନ୍ତ କରିବା  ସହ ସାଇଣ୍ଟିଫିକ୍ ଟିମ୍ ର ସହାୟତା ଲୋଡ଼ିଛି | ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.