ପେଣ୍ଡରାମାଲର ଉଲ ମହାନନ୍ଦଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ଧରପଗଡ଼ ଗ୍ରାମପଞ୍ଚାୟତ ପେଣ୍ଡରାମାଲ ଗ୍ରାମର ଅଧିବାସୀ ଶ୍ରୀମତୀ ଉଳ ମହାନନ୍ଦଙ୍କ (୫୭ ବର୍ଷ) ପରଲୋକ ଘଟିଛି। ସେ ଚୋକିଦାର ପରିବାରର ଜଣେ ମୁଖ୍ୟ ସଦସ୍ୟା ଥିଲେ। ତାଙ୍କ ବିୟୋଗରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୁଖାଗ୍ନି ଦେଇଥିଲେ ଆମ୍ବୁ ମହାନନ୍ଦ। ବଂଶୀ, ମାରୁତି, ଅଜୟ, ଅନନ୍ତ, ପୃଥିରାଜ୍, ଲଙ୍କେସ୍ୱର୍, ପିଣ୍ଟୁ, ଚାନ୍ଦା, ଆଶିଷ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.