ଜୁନାଗଡ : ଜାରିଙ୍ଗ ଠାରେ ମର୍ମନ୍ତୁଦ ସଡକ ଦୂର୍ଘଟଣା, ଜଣେ ମୃତ

ଜୁନାଗଡ,୧୨/୯ : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଦୂର୍ଘଟଣା ପ୍ରବଣ ଅଞ୍ଚଳ ଜାରିଙ୍ଗ ଠାରେ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଥିରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ରିସଗାଁର ବୋଲି ଜଣାପଡିଛି । 

Omkar Vasthu
Omkar Vasthu

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଆଜି (ଗୁରୁବାର) ରାତି ପ୍ରାୟ ଘ ୮.୩୦ ମି. ସମୟରେ XL Super  ଗାଡିରେ ଆସୁଥିବା ଉକ୍ତ ବ୍ୟକ୍ତି ଠିଆ ହୋଇଥିବା ଏକ ଟ୍ରକର ପଛ ପଟେ ପିଟି ହୋଇ ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.